ସାହିତ୍ୟ ପ୍ରେମୀ ର ଜୀବନ ଆଉ କଣ କି
ଖାଲି ପୁଳାଏ ବହି
ଆଖିରେ ଉଛୁଳାଏ ସ୍ବପ୍ନ,
ଆଉ ପକେଟ୍ ରେ ଦୁଇ ତିନି ଟା କାଳି କଲମ।
ତାକୁ ମାତାଲ ହେବାକୁ ଦରକାର ନାହିଁ ଶସ୍ତା ନିଶା,
ସେ ତାର ସାହିତ୍ୟ ନିଶା ରେ ଆଜୀବନ ମାତାଲ।
ତା ଜୀବନ ଲାଗେ ଗପ ପରି, ଆଉ ତା ଲେଖା ଗପ ଲାଗେ ବାସ୍ତବ।
ପ୍ରକୃତ ସାହିତ୍ୟ ପ୍ରେମୀ ର ନା ଲୋଡ଼ା ଥାଏ ପଦବୀ ନା ଲୋଡ଼ା ଥାଏ ଧନ,
ତା ଲେଖା କାହା ମନ ଚୋରି କରେ ତ ଆଉ କେବେ ତା ମନ ଚୋରି କରନ୍ତି କେଉଁ ଲେଖା ର ଅନାମିକା ନାୟକ ବା ନାୟିକା ।
Storipsa

Ha ha ha
ReplyDeleteKemiti heichi sir?
Delete