Contents

Post Top Ad

your ad

Sunday, 8 March 2020

କବିତା #୭




ନାରୀ ଟିଏ ସେ


ନୁହେଁ ସେ ଅବଳା,
ନୁହେଁ ସେ ଦୂର୍ବଳା,
ତା ଇସାରା ରେ ବରଷେ ଖୁସି ର ଅବିରତ ଧାରା।
କେବେ ସେ ତ ମା ଟିଏ,
କେବେ ସେ ଝିଅ,
କେବେ ସେ ବାନ୍ଧବୀ ତ,
କେବେ ଦିଏ ଭଉଣୀ ର ସ୍ନେହ।
କେବେ ସେ ସାଜେ ପୁଣି ପ୍ରେମିକା,
କେବେ ଅର୍ଦ୍ଧାଙ୍ଗିନୀ।
କେବେ ହାତ ଧରି ଆଗେଇ ନିଏ,
ଏ ଜୀବନ ପଥ ରେ , ହୋଇ ଜୀବନ ସଙ୍ଗିନୀ।

5 comments:

  1. ହୃଦୟ କୁ ଛୁଇଁ ଗଲା♥️

    ReplyDelete
  2. ନାରୀ
    ସହଧର୍ମିଣୀ ଟିଏ
    ନାରୀ ନିରବ ସାଥିଟିଏ
    ନିଶବ୍ଦ ପ୍ରିତୀଟିଏ
    ଜୀବନ ବାରିଧିର ମୋତୀଟିଏ
    ନିଜତ୍ବ ରୁ ନିଜ ଆଡକୁ ଗତିଟିଏ ll

    ReplyDelete
  3. ������ bhala heichi

    ReplyDelete

Post Top Ad

your ad